Question
Download Solution PDFକାର୍ତ୍ତିକେୟ’ ଶବ୍ଦର ଶୁଦ୍ଧ ଗଠନ ରୂପ ଚିହ୍ନଟ କର :
This question was previously asked in
OPSC ASO (Oria) 27 Aug 2022 Official Paper
Answer (Detailed Solution Below)
Option 4 : କୃତ୍ତିକା + ଏୟ
Free Tests
View all Free tests >
Odisha High Court 2024 Mock Test
3.4 K Users
35 Questions
35 Marks
30 Mins
Detailed Solution
Download Solution PDF4) କୃତ୍ତିକା + ଏୟ ସଠିକ୍ ଉତ୍ତର
ଯଥାର୍ଥତା :
- ଭିନ୍ନ ଭିନ୍ନ ଅର୍ଥରେ ଶବ୍ଦ ସହିତ ଯେଉଁ ସବୁ ପ୍ରତ୍ୟୟ ଯୋଗକରାଯାଇ ନୂତନ ଶବ୍ଦ ଗଠନ କରାଯାଏ , ସେହି ପ୍ରତ୍ୟୟ ଗୁଡିକୁ ତଦ୍ଧିତ ପ୍ରତ୍ୟୟ କୁହାଯାଏ
- ଗଠିତ ହୋଇଥିବା ନୂତନ ଶବ୍ଦକୁ ତଦ୍ଧିତାନ୍ତ ଶବ୍ଦ କୁହାଯାଏ
- କାର୍ତ୍ତିକେୟ = କୃତ୍ତିକା + ଏୟ ,ଏଠାରେ ଅପତ୍ୟ ଅର୍ଥରେ ଏୟ ପ୍ରତ୍ୟୟ ଯୋଗ ହେଇ ନୂତନ ଶବ୍ଦ ଗଠିତ ହୋଇଛି
- ଏହାର ଅର୍ଥ କୃତ୍ତିକାନ୍କ ପୁତ୍ର ତେଣୁ 3) କୃତ୍ତିକା + ଏୟ ସଠିକ୍ ଉତ୍ତର
Additional Information
- ଅପତ୍ୟ , ହିତ ଅର୍ଥରେ ଏୟ ପ୍ରତ୍ୟୟ ଯୋଗ ହୁଏ
- ଓଡିଆ ଭାଷାରେ ତଦ୍ଧିତ ପ୍ରତ୍ୟୟ କୁ 3 ଭାଗରେ ବିଭକ୍ତ କରାଯାଏ
- ତତ୍ସମ , ତଦ୍ଭବ / ଦେଶଜ , ବୈଦେଶିକ
Last updated on Jul 4, 2025
->OPSC ASO Rejection List has been released on the official website of OPSC. Candidates can check if their application form has been accepted or rejected.
->The OPSC ASO Exam Date 2025 is 27th July 2025.
->OPSC has announced 29 Job openings for the post of ASO.
->The last date to apply for the vacancy is 9th June 2025.
->The selection of the candidates for recruitment shall be made on the basis of written test and skill test in computer.
->There is no application fee for all the candidates applying for the position of Assistant Section Officer.