Question
Download Solution PDF'ଅଧମ' ବିପରୀତ ଶବ୍ଦଟି କଣ ?
Answer (Detailed Solution Below)
Detailed Solution
Download Solution PDFସଠିକ୍ ଉତ୍ତର ହେଉଛି- 2) ଉତ୍ତମ
ଯଥାର୍ଥତା:
- କେତେକଗୁଡିଏ ଶବ୍ଦର ଆପେକ୍ଷିକ ଶବ୍ଦକୁ ବିପରୀତାର୍ଥବୋଧକ ଶବ୍ଦ ରୂପେ ଗ୍ରହଣ କରାଯାଏ ।
- କୌଣସି ଶବ୍ଦର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦକୁ ବିପରୀତାର୍ଥକ ଶବ୍ଦ କୁହାଯାଏ ।
- 'ଅଧମର ଅର୍ଥ ମନ୍ଦ , ଖରାପ
- ମଧ୍ୟମର ଅର୍ଥ ମଝି ଓ ସୁଧାମର ଅର୍ଥ ଉତ୍ତମ ଧାମ ତେଣୁ ଏହା ସଠିକ ଉତ୍ତର ନୁହେଁ ।
- ନରାଧମ ର ଅର୍ଥ କୁଚରିତ୍ର , ମହାପାପୀ ତେଣୁ ଏହା ମଧ୍ୟ ସଠିକ ଉତ୍ତର ନୁହେଁ
- 'ଅଧମ' ବିପରୀତ ଶବ୍ଦଟି 2) ଉତ୍ତମ
Additional Information
- ବିପରୀତାର୍ଥବୋଧକ ଶବ୍ଦଗୁଡିକର ବ୍ୟବହାର କଲାବେଳେ ବିଶେଷ୍ୟ ପଦର ବିଶେଷ୍ୟ ଓ ବିଶେଷଣ ପଦର ବିଶେଷଣ କରିବା ବିଧେୟ ।
- ଏକ ବା ଏକାଧିକ ବର୍ଣ୍ଣ ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କୁହାଯାଏ ।
- ଶବ୍ଦକୁ ଧାରାରେ ଚାରି ଭାଗରେ ବିଭକ୍ତ କରାଯାଇଛି । ଯଥା- ତତ୍ସମ , ତଦ୍ଭବ , ଦେଶଜ , ବୈଦେଶିକ ।
- ଗଠନ ଦୃଷ୍ଟିରୁ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯଥା- ମୌଳିକ ଓ ବ୍ୟୁତ୍ପନ୍ନ ।
Last updated on Jun 12, 2025
-> OSSC CGL Final Merit List has been released on the official website.
->The merit list consist the names of the candidates found suitable after the CV round.
->Earlier,The OSSC CGL Call Letter had been released for the Document Verification (Advt No.1249/OSSC).
-> Interested candidates registered from 29th November 2024 to 28th December 2024.
-> The recruitment is also ongoing for 543 vacancies (Advt. No. 129/OSSC). The Prelims was held on 20th October 2024 and thee Mains Exam will be scheduled in February/ March 2025.
-> The selection process includes Prelims, Mains, Skill Test, and Document Verification.
-> To score well in the exam, you may enhance your preparation by solving the OSSC CGL Previous Years' Papers.
-> Candidates can also attend the OSSC CGL Test Series which helps to find the difficulty level.