‘ଚରୁଥିବେ’ କ୍ରିୟା ପଦ ର କାଳ, ପୁରୁଷ ଓ ବଚନ ନିର୍ଣ୍ଣୟ କର

  1. ଅସମ୍ପନ୍ନ ବର୍ତ୍ତମାନ କାଳ ତୃତୀୟ ପୁରୁଷ ଏକ ବଚନ
  2. ସାଧାରଣ ଭବିଷ୍ୟତ କାଳ ତୃତୀୟ ପୁରୁଷ ବହୁ ବଚନ
  3. ସମ୍ପନ୍ନ ବର୍ତ୍ତମାନ କାଳ ତୃତୀୟ ପୁରୁଷ ବହୁ ବଚନ
  4. ଅସମ୍ପନ୍ନ ଭବିଷ୍ୟତ କାଳ ତୃତୀୟ ପୁରୁଷ ବହୁ ବଚନ

Answer (Detailed Solution Below)

Option 4 : ଅସମ୍ପନ୍ନ ଭବିଷ୍ୟତ କାଳ ତୃତୀୟ ପୁରୁଷ ବହୁ ବଚନ
Get Free Access Now
Hot Links: teen patti gold new version teen patti gold download apk teen patti party teen patti lucky teen patti master official