ଶୁଦ୍ଧରୂପ ଚିହ୍ନଟ କର :

This question was previously asked in
OPSC ASO (Oria) 27 Aug 2022 Official Paper
View all OPSC ASO Papers >
  1. ପ୍ରବଜନ
  2. ପ୍ରବର୍ଜନ
  3. ପ୍ରବର୍ତ୍ତନ
  4. ପ୍ରବ୍ରଜନ

Answer (Detailed Solution Below)

Option 4 : ପ୍ରବ୍ରଜନ
Free
Odisha High Court 2024 Mock Test
3.4 K Users
35 Questions 35 Marks 30 Mins

Detailed Solution

Download Solution PDF

ସଠିକ୍ ଉତ୍ତର ହେଉଛି- ପ୍ରବ୍ରଜନ

Key Points 

  • ଭାଷାକୁ ସୁସଂଗଠିତ ଓ ଶ୍ରୁତିମଧୁର କରିବା ପାଇଁ ଶବ୍ଦର ଶୁଦ୍ଧରୂପ ଜାଣିବା ନିତ୍ୟାନ୍ତ ଆବଶ୍ୟକ ।
  • ସାହିତ୍ୟରେ ଶୁଦ୍ଧତା ରହିବା ବିଧେୟ ।
  • ଲେଖିବା ସମୟରେ ଶବ୍ଦରେ ଅନେକ ପ୍ରକାର ଅଶୁଦ୍ଧତା ରହିଥିବା ଦେଖିବାକୁ ମିଳିଥାଏ ।
  • ସେହି ଅଶୁଦ୍ଧତା ମଧ୍ୟରେ- ବନାନଗତ, ସନ୍ଧିଗତ, ସମାସଗତ, ତଦ୍ଧିତ, କୃଦନ୍ତ ଆଦି ଅଶୁଦ୍ଧତା ରହିଥାଏ ।

ଯଥାର୍ଥତା:

  • ଉପରୋକ୍ତ ଅନ୍ୟ ସମସ୍ତ ବାକ୍ୟଗୁଡିକରେ ମାତ୍ରାଜନିତ ତ୍ରୁଟି ରହିଛି ।
  • ପ୍ରବ୍ରଜନ ହେଉଛି ବାକ୍ୟ ସଠିକ୍ ରୂପ ।

Additional Information 

  • ଅଶୁଦ୍ଧ ଶବ୍ଦଗୁଡିକର ଶୁଦ୍ଧ ରୂପ ଜାଣିଲେ ଭାଷା ସରସ ଓ ସୁନ୍ଦର ହୋଇଥାଏ ।
  • ବାକ୍ୟର ସୁସଂଗଠିତ ବ୍ୟବହାର ପାଇଁ ଶବ୍ଦଗତ ଶୁଦ୍ଧତା ପ୍ରଥମ ପ୍ରୟୋଜନ ହୋଇଥାଏ ।
  • ଭାଷାର ଶୁଦ୍ଧ ବ୍ୟବହାରରେ ଯେଉଁମାନେ ପାରଦର୍ଶିତା ଲାଭ କରିଥାନ୍ତି ସେମାନେ ଭାଷା ସାହିତ୍ୟରେ ଯଶସ୍ବୀ ହୋଇଥାନ୍ତି ।
Latest OPSC ASO Updates

Last updated on Jul 4, 2025

->OPSC ASO Rejection List has been released on the official website of OPSC. Candidates can check if their application form has been accepted or rejected.

->The OPSC ASO Exam Date 2025 is 27th July 2025.

->OPSC has announced 29 Job openings for the post of ASO.

->The last date to apply for the vacancy is 9th June 2025.

->The selection of the candidates for recruitment shall be made on the basis of written test and skill test in computer.

->There is no application fee for all the candidates applying for the position of Assistant Section Officer.

Get Free Access Now
Hot Links: teen patti all app teen patti star login teen patti master official teen patti app